ମୁମୂର୍ଷୁ Mumūrshu

  • ସଂ. ବିଣ—(ମୃ ଧାତୁ+ସନ୍+କର୍ତ୍ତୃ. ଉ) — ମରଣକାମୀ — Longing for death
  • ସଂ. ବିଣ—(ମୃ ଧାତୁ+ସନ୍+କର୍ତ୍ତୃ. ଉ) — ଯାହାର ମୃତ୍ୟୁ ଆସନ୍ନ; ଆସନ୍ନମୃତ୍ୟୁ; ମରଣାପନ୍ନ — Dying; about to die