ମୁମୁକ୍ଷୁ Mumukshu
- ସଂ. ବିଣ—(ମୁଚ୍ ଧାତୁ+ସନ୍=କର୍ତ୍ତୃ. ଉ) — ମୋକ୍ଷ— ଲାଭେଚ୍ଛୁ — Desirous of obtaining salvation
- ସଂ. ବିଣ—(ମୁଚ୍ ଧାତୁ+ସନ୍=କର୍ତ୍ତୃ. ଉ) — ମୁକ୍ତି ପ୍ରାର୍ଥୀ — Desiring liberation
- ସଂ. ବିଣ—(ମୁଚ୍ ଧାତୁ+ସନ୍=କର୍ତ୍ତୃ. ଉ) — ସଂସାର ବନ୍ଧନରୁ ବା ମାୟାବନ୍ଧନରୁ ମୁକ୍ତି ପାଇବା ନିମନ୍ତେ ଇଚ୍ଛୁକ — Desirous of emancipation from worldly ties
- ସଂ. ବିଣ—(ମୁଚ୍ ଧାତୁ+ସନ୍=କର୍ତ୍ତୃ. ଉ) — ସଂସାର ବିରାଗୀ — Indifferent or apathetic to worldly concerns
- ବି — ଯତି — Sage
- ବି — ସଂସାରତ୍ୟାଗୀ ସନ୍ନ୍ୟାସୀ — A devotee who has renounced the world