ମୁନ୍ସି ଖାନା Munasi khānā

  • ବୈଦେ. ବି. (କଚିରିଆ) — ଇଂରାଜୀଭାଷାରେ ମଧ୍ୟ ବ୍ଯବହୃତ ଶବ୍ଦ)—କଚେରିର ଯେଉଁ ସ୍ଥାନରେ କିରାନୀମାନେ ବସନ୍ତି; କିରାନୀ ଖାନା — Moonshi khana; the office where mohorirs do their work; the Vernacular office of a Collector's court