ମୁନ୍ଷ୍ଟୋନ Mun-shṭon

  • ବୈଦେ. ବି. (ଇଂ) — ମୂଲ୍ୟବାନ୍ ରତ୍ନ ବିଶେଷ; ଚନ୍ଦ୍ର କାନ୍ତ ମଣି — Moonstone
  • ବୈଦେ. ବି. (ଇଂ) — [ଦ୍ର—ସିଂହଳ ଦ୍ୱୀପ ଜାତ ମୁନ୍ଷ୍ଟୋନ ସର୍ବାପେକ୍ଷା ଉତ୍କୃଷ୍ଟ—ବିଶ୍ୱକୋଷ]