ମୁନୀନ୍ଦ୍ର Munīndra

  • ସଂ. ବି. ( 7 ମୀ ତତ୍; ମୁନି+ଇନ୍ଦ୍ର=ଶ୍ରେଷ୍ଠ) — ଋଷି ଶ୍ରେଷ୍ଠ — An eminent sage
  • ସଂ. ବି. ( 7 ମୀ ତତ୍; ମୁନି+ଇନ୍ଦ୍ର=ଶ୍ରେଷ୍ଠ) — ବୁଦ୍ଧ— ଦେବ — The Great Buddha