ମୁନିନ୍ଦା Munindā

  • ଦେ. ବି (ସଂ. ମୁନି ଧାନ୍ୟ) — ଶୁଆଁ ଜାତୀୟ ଏକପ୍ରକାର ଘାସ — A kind of weed resembling the paddy plant
  • ଦେ. ବି (ସଂ. ମୁନି ଧାନ୍ୟ) — [ଦ୍ର—ଏହାର ଗଛ ଧାନ ପରି। ଏ ଗଛ ଧାନ କିଆରିରେ ହୁଏ ଓ ଧାନ ବଛା ବେଳେ ଚଷା ଏହାକୁ ବାଛି ବାଛି ଓପାଡ଼ନ୍ତି।]