ମୁନାସବ୍ Munāsab

  • ବୈଦେ. ବିଣ. (କଚିରିଆ)—(ଆ. ମୁନାସୀବ୍) — ଅବସ୍ଥାନୁରୂପ — Suitable; fitting
  • ବୈଦେ. ବିଣ. (କଚିରିଆ)—(ଆ. ମୁନାସୀବ୍) — ଦେଶକାଳ ପାତ୍ରର ଉପଯୋଗୀ; ଯଥା— ଯୋଗ୍ୟ; ଯଥୋଚିତ — Proper under the circumstances
  • ବୈଦେ. ବିଣ. (କଚିରିଆ)—(ଆ. ମୁନାସୀବ୍) — (ଯଥା—ପକ୍ଷମାନେ ଏ ମକଦମାର ତାରିଖରେ ହାଜର ନ ହେଲେ ମୁନାସିବ୍ ହୁକୁମ ସାଦର ହେବ।)
  • ବୈଦେ. ବିଣ. (କଚିରିଆ)—(ଆ. ମୁନାସୀବ୍) — ପସନ୍ଦସହି — According to one's choice
  • ବୈଦେ. ବିଣ. (କଚିରିଆ)—(ଆ. ମୁନାସୀବ୍) — ସୁବିଧାଜନକ — Convenient
  • ବି. — ପସନ୍ଦ — Choice