ମୁଦ୍ରିକା Mudrikā

  • (ମୁଦ୍ରା+କ+ଆ) — ଧାତବ ମୁଦ୍ରା — Metal coin;
  • (ମୁଦ୍ରା+କ+ଆ) — ମୁଦ୍ରାଲିପି; ଛାପା ଅକ୍ଷର — Printed letter
  • (ମୁଦ୍ରା+କ+ଆ) — ଅଙ୍ଗୁଠିରେ ପିନ୍ଧାଯିବା ମୁଦି — Finger ring
  • (ମୁଦ୍ରା+କ+ଆ) — ଛୋଟ ସିଲ୍ ବା ମୋହର — A small seal
  • (ମୁଦ୍ରା+କ+ଆ) — ନାମାଙ୍କିତ ମୁଦି — Seal ring; signet ring