ମୁଦ୍ରା Mudrā

  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ରାଜକୀୟ ଚିହ୍ନାଙ୍କିତ ବା ରାଜାଙ୍କ ନାମାଙ୍କିତ ନିର୍ଦ୍ଦିଷ୍ଟ ଭାର ଓ ମୂଲ୍ୟବିଶିଷ୍ଟ ସ୍ୱର୍ଣ୍ଣ ରୌପ୍ୟାଦି ନିର୍ମିତ ଧାତୁଖଣ୍ଡ ବା ଚକତି — Coin; circular bits of metal etc of specific weight and value containing the king's stamp and used as currency
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — [ଦ୍ର— ପୂର୍ବେ ତତ୍ତତ୍ ରାଜାଙ୍କ ନାମ, ମୂର୍ତ୍ତି ଓ ଅନ୍ୟସଙ୍କେତବିଶିଷ୍ଟ ଧାତୁଖଣ୍ଡମାନ ମୁଦ୍ରା ରୂପରେ ଭିନ୍ନ ଭିନ୍ନ ଦେଶରେ ଚଳୁଥିଲା; ବର୍ତ୍ତମାନ ମଧ୍ୟ ରାଜାଙ୍କ ଚିହ୍ନ ଓ ମୂର୍ତ୍ତି ଅଙ୍କିତ ହୋଇଥିବା ଧାତୁଖଣ୍ଡମାନ ମୁଦ୍ରାରୂପେ ଚଳୁଛି। ବର୍ତ୍ତମାନ ମଧ୍ୟ କାଗଜଖଣ୍ଡମାନଙ୍କରେ ରାଜାଙ୍କର ନାମ ଓ ମୃର୍ତ୍ତି ଅଙ୍କିତ ହୋଇ ତାହା ନୋଟ୍ ବା କାଗଜମୁଦ୍ରାରୂପରେ ଚଳୁଅଛି। ପୃଥିବୀର ସବୁ ଦେଶରେ ଏକପ୍ରକାର ମୁଦ୍ରା ଚଳେ ନାହିଁ। ଭିନ୍ନ ଭିନ୍ନ ଦେଶରେ ମୁଦ୍ରାର ଆକାର, ପ୍ରକାର, ଓ ଉପାଦାନରେ ଏବଂ ମୂଲ୍ୟରେ ବହୁ ପାର୍ଥକ୍ୟ ପରିଦୃଷ୍ଟ ହୁଏ।
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ବର୍ତ୍ତମାନ ଇଂରାଜିଅମଳରେ ଭାରତରେ ସୁନାର, ରୂପାର, ବ୍ରୋଞ୍ଜର ଓ ତମ୍ବାର ମୁଦ୍ରାମାନ ଚଳୁଅଛି— ସୁନାର ମୁଦ୍ରା—ମୋହର, ଗିନି ବା ସଭରିନ୍; ଅଧଗିନି। ରୂପାର—ଟଙ୍କା, ଅଧୁଲି, ସଉକୀ, ଦୋଅଣୀ। ବ୍ରୋଞ୍ଜର—ଅଧୁଲି, ସୁଉକୀ, ଦୋଅଣୀ, ଅଣୀ। ତମ୍ବାର—ଦୋପଇସା(ସି), ପଇସା, ଅଧଲା, ପାହୁଲା।]
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ସିଲ୍ ମୋହର; କୌଣସି ବ୍ଯକ୍ତିଙ୍କ ନାମାଙ୍କିତ ଛାପ — A seal; signet
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ପ୍ରତ୍ୟୟ କରଣ ଚିହ୍ନ; ଖୋଦିତ ଲିପି ଯୁକ୍ତ ଚିହ୍ନ; ତକମା — Identifying token; stamp; medal
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ନାମାଙ୍କିତ ମୁଦି — Signet ring
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ନଗଦ ଧନ — Cash; money
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ଖୋଦିତ ଲିପି — Engraved writing or letter
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — [ଦ୍ର—ହିନ୍ଦୁ ଗ୍ରନ୍ଥମାନଙ୍କରେ 5 ପ୍ରକାର ଲିପିର ବର୍ଣ୍ଣନା ଅଛି। ଯଥା— 1 । ମୁଦ୍ରାଲିପି— ମୋହର ଛାପା ଦ୍ୱାରା କରାଯିବା ଅକ୍ଷର। 2 । ଶିଳ୍ପଲିପି— ଖୋଳି କରି ବା କାରୁକାର୍ଯ୍ୟ ଦ୍ୱାରା କାରିଗର କରିବା ଲିପି। 3 । ଲେଖନୀସମ୍ଭ ବା ଲିପି—କଲମ ଆଦିରେ ଲେଖା ଅକ୍ଷର। 4 । ଗୁଣ୍ଡିକା ଲିପି—ମୁରୁଚ ଓ ଚିତା ଆଦିରେ ଚିତ୍ରିତ ଲେଖା। 5 । ଘୂଣ ସଂଭୂତା ଲିପି— ପୋକମାନେ କଣା କରିବା ଦ୍ୱାରା ଅକ୍ଷରାକୃତି ବିଶିଷ୍ଟ ଯେଉଁ ଚିତ୍ର ବାହାରି ପଡ଼େ।] — [ଦ୍ର—ହିନ୍ଦୁ ଗ୍ରନ୍ଥମାନଙ୍କରେ5ପ୍ରକାର ଲିପିର ବର୍ଣ୍ଣନା ଅଛି ଯଥା—1 ମୁଦ୍ରାଲିପି— ମୋହର ଛାପା ଦ୍ୱାରା କରାଯିବା ଅକ୍ଷର2 ଶିଳ୍ପଲିପି— ଖୋଳି କରି ବା କାରୁକାର୍ଯ୍ୟ ଦ୍ୱାରା କାରିଗର କରିବା ଲିପି3 ଲେଖନୀସମ୍ଭ ବା ଲିପି—କଲମ ଆଦିରେ ଲେଖା ଅକ୍ଷର4 ଗୁଣ୍ଡିକା ଲିପି—ମୁରୁଚ ଓ ଚିତା ଆଦିରେ ଚିତ୍ରିତ ଲେଖା5 ଘୂଣ ସଂଭୂତା ଲିପି— ପୋକମାନେ କଣା କରିବା ଦ୍ୱାରା ଅକ୍ଷରାକୃତି ବିଶିଷ୍ଟ ଯେଉଁ ଚିତ୍ର ବାହାରି ପଡ଼େ]
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ମୁଦ୍ରିତ ଅକ୍ଷର — Printed letters
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — ବୈଷ୍ଣବାଦିଙ୍କର ଶରୀରରେ ଧାରଣ କରିବା ଚିହ୍ନ (ଯଥା—ବିଷ୍ଣୂପାଦ, ପଦ୍ମ, ଶଙ୍ଖ, ଦେବନାମାଦି) — Holy sectarian marks stamped on the body by devotees
  • ସଂ. (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ) — (ତନ୍ତ୍ର) ଦେବାରାଧନା ସମୟରେ କରାଙ୍ଗୁଳି ଦ୍ୱାରା ରଚିତ ଭଙ୍ଗୀ ବିଶେଷ। — Modes of inter- twining and showing the fingers to Deities during religious rituals