ମୁଦ୍ରାହାର Mudrā hāra

  • ସଂ. ବି. (ରୂପକ) — ଆଲିଙ୍ଗନ ରୂପ ହାର — An embrace compared to a necklace
  • ସଂ. ବି. (ରୂପକ) — (ଉ—ନରନାଥ ଶ୍ରୀହରି ଚନ୍ଦନବୋଲେ ଗୋରି ! ନ ରସ ନୀଳବାହା ମୁଦ୍ରାହାରେ—କବିସୂର୍ଯ୍ୟ. କିଶୋରୀ ଚମ୍ପୂ ନ ଗୀତ।)