ମୁଦ୍ରାକର ପ୍ରମାଦ Mudrākara pramāda

  • ସଂ. ବି — ବହି ଛାପିବା ବ୍ଯକ୍ତି ଭୁଲ୍ କରି ଗ୍ରନ୍ଥକାରଙ୍କ ଲିଖିତ ଅକ୍ଷର ପରବର୍ତ୍ତରେ ଛାପି— ଥିବା ଅନ୍ଯ ଅକ୍ଷର — Printer's mistake; printing mistake; misprint