ମୁଦ୍ଦତୀ Muddatī
- ବୈଦେ. ବିଣ. (ଫା) — ନିର୍ଦ୍ଦିଷ୍ଟକାଳୀନ — Happening in a fixed time
- ବୈଦେ. ବିଣ. (ଫା) — ଯହିଁ ପାଇଁ କୌଣସି ସମୟ ନିର୍ଦ୍ଦିଷ୍ଟ ହୋଇ— ଅଛି — For which a time-limit has been fixed
- ବୈଦେ. ବିଣ. (ଫା) — ଯାହାର ନିର୍ଦ୍ଦିଷ୍ଟ କାଳ ଗତ ହୋଇଅଛି — Of which the fixed time is passed; time-expired
- ବୈଦେ. ବିଣ. (ଫା) — (ଯଥା—ମୁଦ୍ଦତି ହୁଣ୍ଡୀ)
- ବୈଦେ. ବିଣ. (ଫା) — (ଫା. ମୁଦତ୍ତୀ) କୌଣସି କାର୍ଯ୍ୟରେ ସ୍ଥାୟୀ ଭାବରେ ନିଯୁକ୍ତ ହୋଇ ଥିବା — Permanently appointed
- ବୈଦେ. ବିଣ. (ଫା) — କୌଣସି ବିଶେଷ କାର୍ଯ୍ୟ ପାଇଁ ନିଯୁକ୍ତ — Deputed to do a particular work