ମୁଦ୍ଗାନ୍ନ Mudgānna

  • ସଂ. ବି (ମୁଦ୍ଗ+ଅନ୍ନ; ମ. ପ. ଲୋ) — ମୁଗ ଓ ଚାଉଳ ଏକାଠି ସିଝା ଯାଇଥିବା ଖାଦ୍ୟ; ମୁଗ ଖେଚୁଡ଼ି — Muga and rice boiled together