ମୁଦୁସୁଲୀ Mudusulī
- ଦେ. ବି. ସ୍ତ୍ରୀ (ସଂ. ମୃଦୁଶୀଳା) — ଅନ୍ଥଃପୁରସ୍ଥା ଦାସୀ; ପୋଇଲୀ — A maid servant attending on a rich lady; lady's maid
- ଦେ. ବି. ସ୍ତ୍ରୀ (ସଂ. ମୃଦୁଶୀଳା) — (ଉ—ତାହା ଜାଣି ପାରିଣ ମୁଦୁସୁଲୀମାନେ, କହିଲେ ଭୀମ ନୃପବର ସନ୍ନିଧାନେ। କୃଷ୍ଣସିଂହ ମହାଭାରତ. ବନ।
- ଦେ. ବି. ସ୍ତ୍ରୀ (ସଂ. ମୃଦୁଶୀଳା) — ଧାଈ — Nurse