ମୁଦୁମୁଦୁ ହସ Mudu mudu hasa

  • ଗ୍ରା. ବି. (ସଂ ମୃଦୁ+ହାସ୍ୟ) — ମୃଦୁହାସ୍ୟ; ଈଷତ୍ ମଧୁର ହାସ୍ୟ — Sweet smile
  • ଗ୍ରା. ବି. (ସଂ ମୃଦୁ+ହାସ୍ୟ) — (ଯଥା—ଏ ପିଲାର ମୁଦୁମୁଦୁ ହସ ଦେଖି ମୋର ଆନନ୍ଦ ହେଉଛି।)