ମୁଥା ମୁଥି Muthā muthi
- ଦେ. କ୍ରି. ବିଣ — ମୁଥକା ମୁଥ; ଥରକୁ ଥର — Repeatedly
- ଦେ. କ୍ରି. ବିଣ—(ସଂ. ମୁଷ୍ଟା ମୁଷ୍ଟି) — ମୁଥ ମରା ମରି ହେବା — Mutual dealing of blows with the fist
- ଦେ. କ୍ରି. ବିଣ—(ସଂ. ମୁଷ୍ଟା ମୁଷ୍ଟି) — (ଉ—ମୁଷ୍ଟାମୁଷ୍ଟି ମୁଥ ମୁଥି କଚାକଚି ରଚି, ଗଡ଼ିଲେ ଅବନୀ ତଳେ ବେନି ରଣ— ଗୋଳେ। ରାଧାନାଥ. ମହାଯାତ୍ରା।)