ମୁତେଇ ଆଣିବା Mutei āṇibā

  • ଦେ. କ୍ରି — କୌଣସି ଶିଶୁର ଘର ମଧ୍ୟରୁ ବାହାରକୁ ପ୍ରସ୍ରାବ କରିବାକୁ ଯିବା ସମୟରେ ତା ସଙ୍ଗେ ଯାଇ ସେ ମୁତି ସାରିବା ପରେ ତା ସଙ୍ଗେ ଫେରି ଆସିବା — To bring back a child after its passing urine outside a room