ମୁତୁଡ଼ା Mutuṟḍ̠ā

  • ଦେ. ବିଣ. ପୁଂ — ଯେ ଅତ୍ୟଧିକ ପ୍ରସ୍ରାବ କରେ — Given to much urination; having tendency to pass urine often
  • ଦେ. ବିଣ. ପୁଂ — (ଉ—'ତୁ ତ ମୁତୁରା ମୁଁ ତ ମୁତୁରୀ, ଶେଯ କାହିଁ ପାଇଁ ଧୋଇବା। ଢଗ)
  • ଦେ. ବିଣ. ପୁଂ — ମୂତ୍ରଗନ୍ଧ ଯୁକ୍ତ — Having the smell of urine