ମୁତିପକେଇବା Muti pakeibā

  • ଦେ. କ୍ରି ଓ ବି — ଭୟ ବା ପ୍ରହାରାଦି ହେତୁ ଅନିଚ୍ଛାସତ୍ୱେ ମୂତ୍ର ତ୍ୟାଗ କରିବା — To pass urine involuntarily through fear or beating
  • ଦେ. କ୍ରି ଓ ବି — ମୁତିବା (ଦେଖ) — Mutibā (See)