ମୁଣ୍ଡୋଇ Muṇḍoi

  • ଗ୍ରା. ବି (ସଂ. ମଣ୍ଡପ) — ମଣ୍ଡପ — A raised roofed or unroofed platform
  • ଗ୍ରା. ବି (ସଂ. ମଣ୍ଡପ) — [ଦ୍ର—ଅନ୍ଯ ଶବ୍ଦ ସଙ୍ଗେ ସଂଯୁକ୍ତ ହୋଇ ସାଧାରଣତଃ ଏହି ଶବ୍ଦଟି ପ୍ରୟୋଗହୁଏ; ଯଥା—ଦୋଳ— ମୁଣ୍ଡେଇ, ଧ୍ୱଜାମୁଣ୍ଡେଇ ଇତ୍ୟାଦି।]