ମୁଣ୍ଡୁଳି ଜାଲ Muṇḍuḻijāla

  • ପ୍ରାଦେ. (ବାଲେଶ୍ୱର) ବି — ଦେଢ଼ ବା ଦୁଇ ହାତ ବ୍ୟାସ ବିଶିଷ୍ଟ ଗୋଟିଏ କାଠର ବା ବାଉଁଶର ପରିଧି ସହିତ ସଂଯୁକ୍ତ କ୍ଷୁଦ୍ର ଜାଲବିଶେଷ — A round net with a circular bomboo or wooden rim in the shape of a basket
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଛୋଟ ଛୋଟ ମାହାରାମାନଙ୍କରେ ବହି ଯାଉଥିବା ପାଣି ସୁଅରୁ ମାଛ ଛାଣିଲା ପରି ଧରିବା ନିମନ୍ତେ ଏହି ଜାଲ ବ୍ଯବହୃତ ହୁଏ।]