ମୁଣ୍ଡୁଳା Muṇḍuḻā

  • ଦେ. ବି. (ସଂ. ମଣ୍ଡଳ) — ମଣ୍ଡଳାକାର ରେଖା; ବୃତ୍ତ — Circle
  • ଦେ. ବି. (ସଂ. ମଣ୍ଡଳ) — ମଣ୍ଡଳାକାର ଚିତ୍ର — Circular drawing
  • ଦେ. ବି. (ସଂ. ମଣ୍ଡଳ) — [ଦ୍ର— ପିଲାମାନେ ପ୍ରଥମେ ବିଦ୍ୟାରମ୍ଭ କରି ଖଡ଼ି ଛୁଇଁଲାବେଳେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଉଚ୍ଚାରଣ କରି ଭୂଇଁରେ ତିନିଗୋଟି ମୁଣ୍ଡୁଳା କାଟନ୍ତି।]