ମୁଣ୍ଡି ଛାଞ୍ଚୁଣୀ Muṇḍi chhāṅchhuṇi

  • ଦେ. ବି — ବହୁକାଳ ବ୍ଯବହୃତ ହେବା ଯୋଗୁଁ ଯେଉଁ ଛାଞ୍ଚୁଣିର ଅଗ୍ରଭାଗ କ୍ଷୟପ୍ରାପ୍ତ ବା ଜୀର୍ଣ୍ଣ ହୋଇ ଯାଇଥାଏ — A worm out sweeping brush or mop