ମୁଣ୍ଡାଳି Muṇḍāḻi
- ଦେ. ବି—(ସଂ. ମୁଣ୍ଡ) — ଅଗ୍ରଭାଗ — The end (of anything)
- ଦେ. ବି—(ସଂ. ମୁଣ୍ଡ) — (ଉ—ଶେଣୀ ମୁଣ୍ଡାଳିମାନେ ଖମ୍ବକୁ ନିକିଲି 8 ଆଙ୍ଗୁଳ ଲେଖାଏଁ ଥିବ। ଜଗବନ୍ଧୁ ପ୍ରାଚୀନ ଉତ୍କଳ।) — (ଉ—ଶେଣୀ ମୁଣ୍ଡାଳିମାନେ ଖମ୍ବକୁ ନିକିଲି8ଆଙ୍ଗୁଳ ଲେଖାଏଁ ଥିବ ଜଗବନ୍ଧୁ ପ୍ରାଚୀନ ଉତ୍କଳ)
- ଦେ. ବି—(ସଂ. ମୁଣ୍ଡ) — ଇଟା ପାଚିରିର ଅଗରେ ଦିଆଯାଇଥିବା (କାନ୍ଥଠାରୁ ଚଉଡ଼ା) ବେତ — The top of a parapet (which is thicker than the main wall)
- ପ୍ରାଦେ. (ବାଲେଶ୍ୱର) ବି — କାନ୍ଥର ସର୍ବୋଚ୍ଚ ଅଂଶ — The highest part or summit of a wall
- ପ୍ରାଦେ. (ବାଲେଶ୍ୱର) ବି — କୌଣସି ପଦାର୍ଥର ସବୁଠାରୁ ଉପର ଅଂଶ ବା ଶେଷ ଭାଗ — The uppermost part or top of anything
- ପ୍ରାଦେ. (ବାଲେଶ୍ୱର) ବି — ପ୍ରାଦେ. (ପୁରୀ ଜିଲ୍ଲା) ବି— ଖୁରୁଡ଼ ନଡ଼ିଆ ଛଡ଼ାଇବାରେ ବ୍ଯବହୃତ ଏକ ପ୍ରକାର ଅସ୍ତ୍ର; ମୁଣ୍ଡା — A pike to peel off the rinds of dried cocoanuts