ମୁଣ୍ଡାଭାରୀ Muṇḍābhārī
- ପ୍ରାଦେ. (ବାଲେଶ୍ୱର) ବିଣ — ଉପର ମୁଣ୍ଡ ତଳ ମୁଣ୍ଡ ଠାରୁ ଅତିରିକ୍ତ ରୂପେ ଭାରୀ ହୋଇଥିବା (ଗୁଡ଼ି) — (a kite) Having the upper end excessively heavier than the lower end
- ପ୍ରାଦେ. (ବାଲେଶ୍ୱର) ବିଣ — [ଦ୍ର— ସାଧାରଣତଃ ଗୁଡ଼ିର ଉପରେ ମୁଣ୍ଡ ତଳ ମୁଣ୍ଡ ଠାରୁ କିଛି ସ୍ଥୂଳ ଏବଂ ଭାରୀ ଥାଏ। କିନ୍ତୁ ସମୟ ସମୟରେ ଏହି ସ୍ଥୂଳତାର ଏବଂ ଭାରର ପରିମାଣ ଖୁବ୍ ବେଶୀ ହୋଇ— ଯାଏ ଓ ଗୁଡିର ଉପର ଆଡ଼ୁ ତଳ ଆଡ଼ ଅପେକ୍ଷା ଓଜନରେ ବେଶୀ ହୋଇପଡ଼େ। ଫଳରେ ଉକ୍ତ ଗୁଡିକୁ ଉଡ଼ାଇଲା ବେଳେ ତାର ମୁଣ୍ଡ ସବୁବେଳେ ତଳ ଆଡକୁ ହୋଇ ରହେ ଗୁଡ଼ି ନିର୍ମାଣରେ ଏହା ଗୋଟିଏ ତ୍ରୁଟି।]