ମୁଣ୍ଡା ଲେଖନ Muṇḍā lekhana

  • ଦେ. ବି—(ସଂ. ମୁଣ୍ଡ ଓ ଲେଖନୀ) — ଯେଉଁ ଲୁହାକଲମର ମୁନ ଦନ୍ଥାରା ହୋଇ ଯାଇଥାଏ — An iron pen with its point blunted