ମୁଣ୍ଡା ମହଣ Muṇḍā ma-haṇa
- ଦେ. ବି — ଅମଣିଆ ଦାମୁଡ଼ିଙ୍କୁ ବେକରେ ଗୋଟାଏ ଭାରି କାଠ ମୁଣ୍ଡିଆ ଝୁଲାଇ ମଣ କରିବା ରୀତି — Breaking or training of an untrained young bullock by suspending a heavy log of wood from its neck
- ଦେ. ବି — [ଦ୍ର— ଏପରି ମଣ କଲେ ଦାମୁଡି ଉପରକୁ ମୁଣ୍ଡ ଟେକି ଚାଲିବାରେ ଅଭ୍ୟସ୍ତ ହୁଏ।)