ମୁଣ୍ଡା କୋଡ଼ି Muṇḍā koṟḍ̠

  • ଦେ. ବି — ଦନ୍ଥାରା କୋଡ଼ି — A blunt spade
  • ଦେ. ବି — [ଦ୍ର—ଏହିପରି ମୁଣ୍ଡା ପନିକି, ମୁଣ୍ଡା ବାଙ୍କ, ମୁଣ୍ଡା କଟୁରି, ମୁଣ୍ଡା କୁରାଢ଼ି, ମୁଣ୍ଡା ପାନିଆ ଆଦି ଶବ୍ଦ ହୁଏ।]