ମୁଣ୍ଡରେ ହାତ ବୁଲାଇବା Muṇḍare hāta bulāibā
- ଦେ. କ୍ରି — କୌଣସି ବ୍ଯକ୍ତିଙ୍କୁ ଠକାଇ କରି ତାଠାରୁ କିଛି ପଦାର୍ଥ ନେବା — To cheat a person of something
- ଦେ. କ୍ରି — (ମୁଣ୍ଡରେ ହାତ ବୋଳିବା—ଅନ୍ଯରୂପ)
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଆଶୀର୍ବାଦ କରି ତହିଁର ଦକ୍ଷିଣା ସ୍ୱରୂପ ଦାତାଠାରୁ କିଛି ପଦାର୍ଥ ନେବା — To take something from a person as a gift by invoking blessings on him
- ଦେ. କ୍ରି — [ଦ୍ର— କୌଣସି ବ୍ଯକ୍ତିକୁ ଆଶୀର୍ବାଦ କରିବା ସମୟରେ ତା ମୁଣ୍ଡରେ କରତଲକୁ ଚାଳିତ କରାଯାଇ ଥାଏ।]