ମୁଣ୍ଡରେ ହାତ ଦେଇ ବସିବା Muṇḍare hāta dei basibā

  • ଦେ. କ୍ରି. — ଦୁର୍ଭାବନାରେ କିଂକର୍ତ୍ତବ୍ଯବିମୂଢ଼ ହେବା — To rest one's head on the raised palm in utter anxiety
  • ଦେ. କ୍ରି. — [ଦ୍ର—ଦୁର୍ଭାବନା— ଗ୍ରସ୍ତ ବ୍ଯକ୍ତି ମୁଣ୍ଡକୁ କରତଳଦ୍ୱାରା ଟେକି ରଖେ।]
  • ଦେ. କ୍ରି. — ଆଶୀର୍ବାଦ କରିବା — To bless
  • ଦେ. କ୍ରି. — (ଉ— ଅରକ୍ଷ କୃଷ୍ଣସିଂହ ମୁଣ୍ଡେ ଦେଇ ହାତ, ପୂର୍ଣ୍ଣକର ଭାରତ ଆହେ ଗୋପୀନାଥ—କୃଷ୍ଣସିଂହ. ମହାଭାରତ. ବନା।)