ମୁଣ୍ଡରେ ନେବା Muṇḍare nebā

  • ଦେ. କ୍ରି — କୌଣସି ବିଷୟରେ ଦାୟିତ୍ୱ ସ୍ୱୟଂ ବହନ କରିବା — To shoulder the responsibility for any matter
  • ଦେ. କ୍ରି — ଅନ୍ଯ କେହି କରିଥିବା ଅପରାଧକୁ ନିଜେ ଆବୋରି ନେଇ ଅନ୍ୟକୁ ରକ୍ଷା କରିବା — To save a person by taking upon one's self the blame for acts committed by the former