ମୁଣ୍ଡରେ ଚଢ଼ାଇବା Muṇḍare chaṟḍẖāibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଅଯଥା ପ୍ରଶ୍ରୟ ଦେବା — To give undue indulgence to a person
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ପୂଜା ବା ସମ୍ମାନ କରିବା — To worship or honour a person