ମୁଣ୍ଡରେ ଆକାଶ ଛିଡ଼ିପଡ଼ିବା Muṇḍare ākāṡa chhiṟḍ̠i paṟḍ̠ibā

  • ଦେ. ବି — ହଠାତ୍ ବିପଦ୍ଗ୍ରସ୍ତ ହୋଇ ବିହ୍ୱଳ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିବା — Being overwhelmed with danger
  • ଦେ. ବି — ଅତ୍ୟନ୍ତ ଚିନ୍ତାନ୍ୱିତ ଓ କିଂ- କର୍ତ୍ତବ୍ୟ ବିମୂଢ଼ ହେବା — Being bewildered with anxiety