ମୁଣ୍ଡମାଳ Muṇḍamāḻa

  • ସଂ. ବି—(ମୁଣ୍ଡର ମାଳ; 6 ଷ୍ଠୀ ତତ୍) — ବହୁ ନର— ମୁଣ୍ଡରେ ଗ୍ରଥିତ ମାଳା — A wreath or string of human skulls
  • ସଂ. ବି—(ମୁଣ୍ଡର ମାଳ; 6 ଷ୍ଠୀ ତତ୍) — ମାଳାରେ ଗ୍ରଥିତ ହେବା ପରି ଏକତ୍ର ସ୍ଥିତ ଅନେକ ମୁଣ୍ଡ — Row of skulls found or placed together
  • ସଂ. ବି—(ମୁଣ୍ଡର ମାଳ; 6 ଷ୍ଠୀ ତତ୍) — [ଯଥା—ଉକ୍ତ ଗ୍ରାମରେ ହଇଜା ଏପରି ଘୋଟିଲା ଯେ, ମଶାଣିରେ ମୁଣ୍ଡମାଳ ଗଡ଼ିଲା।]