ମୁଣ୍ଡମାଳୀ Muṇḍa māḻī

  • ସଂ. ବିଣ. ପୁଂ—(ମୁଣ୍ଡମାଳ+ଇନ୍; ଅସ୍ତ୍ୟର୍ଥେ; 1 ମା. 1 ବ) ମୁଣ୍ଡମାଳା ବେକରେ ପକାଇଥିବା — Wearing a string of skulls
  • ବି. ପୁଂ — ମହାଦେବ — God ṡiba