ମୁଣ୍ଡଧରା Muṇḍadharā

  • ଦେ. ବି — ମୁଣ୍ଡ ବିନ୍ଧା — Headache
  • ଦେ. ବି — ଦଳର କର୍ତ୍ତା; ଅଭିଭାବକ; ରକ୍ଷକ — Protector; guardian or patron
  • ଦେ. ବି — କୌଣସି ବ୍ଯକ୍ତିର ପ୍ରଧାନ ସହାୟ — Chief refuge of a person