ମୁଣ୍ଡଘିନି ପଶିବା Muṇḍa ghini paṡibā

  • ଦେ. କ୍ରି — ଆଗେ ଆପଣାର ମୁଣ୍ଡକୁ ପ୍ରବିଷ୍ଟ କରାଇ କୌଣସି ସ୍ଥାନକୁ ପ୍ରବେଶ କରିବା — To enter a place by pushing on one's head first
  • ଦେ. କ୍ରି — କୌଣସି ବ୍ଯକ୍ତିଙ୍କ ଶରଣାପନ୍ନ ହେବା — To take refuge or shelter under a person
  • ଦେ. କ୍ରି — (ଯଥା—ଆପଣ ମୋତେ ଗୋଡ଼ ଘିନି ପେଲିଦେଲେ ମୁଁ ମୁଣ୍ଡଘିନି ପଶିବି।)