ମୁଣ୍ଡକ Muṇḍaka

  • ସଂ. ବି (ମୁଣ୍ଡ୍ ଧାତୁ=ଲଣ୍ଡା କରିବା+କର୍ତ୍ତୃ ଅକ) — ଭଣ୍ଡାରି; କ୍ଷୌରକାର — Barber
  • ସଂ. ବି (ମୁଣ୍ଡ୍ ଧାତୁ=ଲଣ୍ଡା କରିବା+କର୍ତ୍ତୃ ଅକ) — (ମୁଣ୍ଡ+ସ୍ୱାର୍ଥେ କ) ମୁଣ୍ଡ; ମସ୍ତକ — Head
  • ସଂ. ବି (ମୁଣ୍ଡ୍ ଧାତୁ=ଲଣ୍ଡା କରିବା+କର୍ତ୍ତୃ ଅକ) — ଉପନିଷଦ ବିଶେଷ — A branch of the Upanishads