ମୁଣ୍ଡକାଟ Muṇḍa Kāṭa
- ଦେ. ବି—(ସଂ. ମୁଣ୍ଡକର୍ତ୍ତନ) — ମସ୍ତକ ଛେଦନ — Cutting one's head
- ଦେ. ବି—(ସଂ. ମୁଣ୍ଡକର୍ତ୍ତନ) — ମସ୍ତକ ଛେଦନ ରୂପ ପ୍ରାଣଦଣ୍ଡ — Capital punishment; beheading
- ଦେ. ବି—(ସଂ. ମୁଣ୍ଡକର୍ତ୍ତନ) — [ଉ—ହାଜର ଚୋରକୁ କି ମୁଣ୍ଡକାଟ ଶାସ୍ତି? ଢଗ]
- ପ୍ରାଦେ (ଗଡ଼ଜାତ) ବି — ଫସଲ ଆମଦାନି ହେଲେ ନିର୍ଦ୍ଦିଷ୍ଟ ଭାଉରେ ଧାନ, ମୁଗ, ଗୁଡ଼, କୋଳଥ, ବିରି ଆଦି ନେବା ପାଇଁ କୃଷକକୁ ମହାଜନର ଫଲସ ଆମଦାନି ପୂର୍ବରୁ ଋଣ ଦେବା ପ୍ରଥା — The system of advancing money to a cultivator before harvest on condition that he will repay the debt in kind at a stipulated rate after harvesting
- ପ୍ରାଦେ (ଗଡ଼ଜାତ) ବି — ଜମିର ଦାଖଲ ଖାରଜ — Mutation of the name of a new tenant in the place of the old one