ମୁଣ୍ଡ ରହିବା Muṇḍa rahibā

  • ଦେ. ବି — ପ୍ରାଣଦଣ୍ଡରୁ ବା ମୃତ୍ୟୁ ମୁଖରୁ ରକ୍ଷା ପାଇବା — Being saved from death or from death sentence
  • ଦେ. ବି — [ଯଥା—ମୁଣ୍ଡ ରହିଲେ ତୁଣ୍ଡ କହିବ। (ଢଗ)]