ମୁଣ୍ଡ ମାଳିନୀ Muṇḍa māḻinī

  • ସଂ. ବିଣ. ସ୍ତ୍ରୀ—(ମୁଣ୍ଡମାଳ+ଇନ୍; ଅସ୍ତ୍ୟର୍ଥେ+ଈ; ସ୍ତ୍ରୀ.) ମୁଣ୍ଡମାଳ ଧାରଣୀ — Wearing a string of skulls
  • ବି. ସ୍ତ୍ରୀ — କାଳୀ — Goddess Kāḻī