ମୁଣ୍ଡ ବୋଝ Muṇḍa bojha

  • ଦେ. ବି — ମୁଣ୍ଡଦ୍ୱାରା ବହନ କରାଯିବା ବୋଝ — A load carried on the head
  • ଦେ. ବି — [ଉ—ପାଟ ବସନ ବାନ୍ଧି ଚୂଳ, ଶ୍ରବଣେ ବିରାଜେ କୁଣ୍ଡଳ। ସେ ଯେବେ ହରିଙ୍କି ନ ନମେ, ସେ ମୁଣ୍ଡ ବୋଝ ବହି ଶ୍ରମେ—ଜଗନ୍ନାଥ ଭାଗବତ।]