ମୁଣ୍ଡ ବୋଝିଆ Muṇḍa bojhiā

  • ଦେ. ବିଣ — ମୁଣ୍ଡ ଉପରେ ବୋଝ ବହିବା (ବ୍ଯକ୍ତି) — (a person) Carrying loads on the head
  • ଦେ. ବି — ମୁଣ୍ଡରେ ବୋଝ ବହିବା ଯାହାର ଜୀବିକା; ମୋଟିଆ — A carrier of load on the head; a professional carrier or bearer; a porter
  • ଦେ. ବି — (ଉ—ଶଗଡ଼ିଆ ପଶିଲେ ମୁଣ୍ଡ ବୋଝିଆ ଛାଡି ପଳାନ୍ତି—ଢଗ।)