ମୁଣ୍ଡ ବୁଡ଼େଇବା Muṇḍa buṟḍ̠eibā

  • ଦେ. ବି — ବୁଡ଼ିକରି ସ୍ନାନ କରିବା — To take a bath by immersion
  • ଦେ. ବି — [ଉ—ବ୍ରହ୍ମଉଡ଼ୁମ୍ବରେଟି ସପ୍ତଋଷି କୁଣ୍ଡ, ଅଛି ତହିଁ ନର ବୁଡ଼ାଇଲେ ମୁଣ୍ଡ—କୃଷ୍ଣସିଂହ. ମହା ଭାରତ. ବନ।]