ମୁଣ୍ଡ ବାଡ଼ାଇବା Muṇḍa bāṟḍ̠āibā

  • ଦେ. କ୍ରି — ଦୁଃଖ ବା ଶୋକ ଯୋଗୁଁ ଭୂଇଁରେ ନିଜର ମୁଣ୍ଡକୁ ଆଘାତ କରିବା — To strike one's head on the ground (in anger or agony of grief)
  • ଦେ. କ୍ରି — ଅନ୍ୟର ମସ୍ତକରେ ଯଷ୍ଟି ଦ୍ୱାରା ଆଘାତ କରିବା — To deal a blow on another's head