ମୁଣ୍ଡ ବନ୍ଧା Muṇḍa bandhā

  • ଦେ. ବି. (ଯାହା ମୁଣ୍ଡରେ ବନ୍ଧା ହୁଏ) — ଶିରପା; ମୁଣ୍ଡ ଚାରିପାଖେ ଠେକା ବାନ୍ଧିବା ପାଇଁ ବ୍ଯବହୃତ ଲୁଗା — Cloth tied round the head as a turban
  • ଦେ. ବି. (ଯାହା ମୁଣ୍ଡରେ ବନ୍ଧା ହୁଏ) — ପାନିଆ ଆଦି ଦ୍ୱାରା କେଶକୁ କୁଣ୍ଡାଇ ଗଣ୍ଠି ପକାଇବା ବା ଜୁଡ଼ା ବାନ୍ଧିବା — Tying of the hair into a knot or chignon after combing