ମୁଣ୍ଡ ଫୁଲ Muṇḍa phula

  • ଦେ. ବି (ବଣିଆ ଶବ୍ଦ) — ମୁଣ୍ଡ ବାଳରେ ଖୋସିବା ପାଇଁ ସୁନାଆଦିରେ ତିଆରି ଏକ ପ୍ରକାର ଅଳଂକାର — A kind of ornament shaped like flower and meant for the chignon