ମୁଣ୍ଡ ପୋଡ଼ୀ Muṇḍa poṟḍ̠ī

  • ଗ୍ରା. ବିଣ. ସ୍ତ୍ରୀ— (ସ୍ତ୍ରୀମାନଙ୍କ ପ୍ରତି ପ୍ରଯୋଜ୍ୟ ଗାଳିବିଶେଷ) ମୁଣ୍ଡପୋଡ଼ାର ସ୍ତ୍ରୀଲିଙ୍ଗ — (a term of abuse to females) Feminine of Mundapordā
  • ଗ୍ରା. ବିଣ. ସ୍ତ୍ରୀ— (ସ୍ତ୍ରୀମାନଙ୍କ ପ୍ରତି ପ୍ରଯୋଜ୍ୟ ଗାଳିବିଶେଷ) (ଉ ଆଲୋ ରାଣ୍ଡି; ଆଲୋ ତୁ ମୁଣ୍ଡ ପୋଡ଼ି ! ବୋଲି, ସେ ଦେଶ ସ୍ତିରୀଏ ହୁଅନ୍ତି ବୋଲା ବୋଲି। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।)