ମୁଣ୍ଡ ପୋତିବା Muṇḍa potibā

  • ଦେ. କ୍ରି, (ଲକ୍ଷଣାର୍ଥ) — ଲଜ୍ଜାରେ ମୁହଁ ତଳକୁ କରିବା — (figurative) To droop down or hang down one's head through shame
  • ଦେ. କ୍ରି, (ଲକ୍ଷଣାର୍ଥ) — (ଉ—ଆସିବେ ଯେବେ ଥିବେ ମୁଣ୍ଡ ପୋତି ରହି, କହିବାକୁ କଥା ତାଙ୍କର ଆଉ ନାହିଁ। କୃଷ୍ଣସିଂହ. ମହାଭାରତ. ବନ।)
  • ଦେ. କ୍ରି, (ଲକ୍ଷଣାର୍ଥ) — ମସ୍ତକକୁ ତଳକୁ ନତ କରିବା — To bow or droop down one's head