ମୁଣ୍ଡ ପଶିବା Muṇḍa paṡibā

  • ଦେ. ବି — କୌଣସି ଦ୍ରବ୍ୟରେ ବା ଛିଦ୍ରରେ ମୁଣ୍ଡ ଗଳିଯିବା — The entry of one's head into a thing or opening
  • ଦେ. ବି — (ଲକ୍ଷଣାର୍ଥ) ବୁଦ୍ଧିର ପ୍ରବେଶ; ବୁଝିପାରିବା — (figurative) Comprehension of any matter